ଗତର ଖଟିବା Gatara Khaṭibā
- ଗ୍ରା. କ୍ରି — ଶାରୀରିକ ପରିଶ୍ରମ କରିବା; କୌଣସି କାର୍ଯ୍ୟରେ ଆପଣା ଦେହକୁ ଖଟାଇବା ବା ଲଗାଇବା — To exercise one's limbs; to exert ones self
- ଗ୍ରା. କ୍ରି — ସର୍ବଦା ପାଇଟି କରିବା; ଦାସ ପରି କାର୍ଯ୍ୟ କରିବା — To work like a slave
- ଗ୍ରା. କ୍ରି — ଗୃହର ନୀଚ କର୍ମମାନ କରିବା — To perform menial domestic works