ଗତଭର୍ତୃକା Gatabhartṛukā

  • ସଂ. ବିଣ. ସ୍ତ୍ରୀ. (ଗତ+ଭର୍ତୃ+କ+ସ୍ତ୍ରୀ. ଆ) — ପ୍ରୋଷିତଭର୍ତୃକା; ଯାହାର ସ୍ୱାମୀ ବିଦେଶ ଯାଇଅଛି — (woman) Whose husband has gone abroad
  • ସଂ. ବିଣ. ସ୍ତ୍ରୀ. (ଗତ+ଭର୍ତୃ+କ+ସ୍ତ୍ରୀ. ଆ) — ବିଧବା — Widowed