ଗତବ୍ୟଥା Gatabyathā

  • ସଂ. ବିଣ. ପୁଂ (ବହୁବ୍ରୀହି; ଗତ+ବ୍ଯଥା) — ବେଦନାଶୂନ୍ଯ; ଯାହାର ବେଦନା କମି ଯାଇଛି — Freed from pain