ଗଣ Gaṇa

  • ସଂ. ବି. (ଗଣ୍ ଧାତୁ=ସଂଖ୍ୟା କରିବ+କର୍ମ. ଅ) — ସମୂହ — Multitude; collection
  • ସଂ. ବି. (ଗଣ୍ ଧାତୁ=ସଂଖ୍ୟା କରିବ+କର୍ମ. ଅ) — ପଞ୍ଝା; ଦଳ; ପଲ — Herd; troop; group
  • ସଂ. ବି. (ଗଣ୍ ଧାତୁ=ସଂଖ୍ୟା କରିବ+କର୍ମ. ଅ) — ପାଟକ; ଜାତି — Caste; tribe
  • ସଂ. ବି. (ଗଣ୍ ଧାତୁ=ସଂଖ୍ୟା କରିବ+କର୍ମ. ଅ) — ଏକଜାତୀୟ ବହୁସଂଖ୍ୟକ ଜୀବ — Flock
  • ସଂ. ବି. (ଗଣ୍ ଧାତୁ=ସଂଖ୍ୟା କରିବ+କର୍ମ. ଅ) — ଶ୍ରେଣୀ — Class; series
  • ସଂ. ବି. (ଗଣ୍ ଧାତୁ=ସଂଖ୍ୟା କରିବ+କର୍ମ. ଅ) — ଚତୁରଙ୍ଗ ସେନାବିଶେଷ; ହସ୍ତୀ— 27 , ରଥ— 27 , ଅଶ୍ୱ 81 , ପଦାଦି— 135 ସମ୍ବଳିତ ସେନା — ଚତୁରଙ୍ଗ ସେନାବିଶେଷ; ହସ୍ତୀ—27, ରଥ—27, ଅଶ୍ୱ81, ପଦାଦି—135ସମ୍ବଳିତ ସେନା—. An army consisting of 27 slephants, 27 cars, 81 horses and 135 foot-soldiers
  • ସଂ. ବି. (ଗଣ୍ ଧାତୁ=ସଂଖ୍ୟା କରିବ+କର୍ମ. ଅ) — ବିଜେ ଦୂଷଣ ଅରି ଭୀଷଣ ଗଣ ମାରିଲକ୍ଷଣ ସହିତରେ ଯେ। ଭଞ୍ଜ, ବୈଦେହୀଶବିଳସ।
  • ସଂ. ବି. (ଗଣ୍ ଧାତୁ=ସଂଖ୍ୟା କରିବ+କର୍ମ. ଅ) — ସ୍ୱପକ୍ଷ; ସ୍ୱଜାତୀୟ ବହୁ — Many of one class
  • ସଂ. ବି. (ଗଣ୍ ଧାତୁ=ସଂଖ୍ୟା କରିବ+କର୍ମ. ଅ) — ଅନୁଚରଙ୍କ ଦଳ — A body of followers or attendants
  • ସଂ. ବି. (ଗଣ୍ ଧାତୁ=ସଂଖ୍ୟା କରିବ+କର୍ମ. ଅ) — ଗଣନା — Calculation
  • ସଂ. ବି. (ଗଣ୍ ଧାତୁ=ସଂଖ୍ୟା କରିବ+କର୍ମ. ଅ) — (ଗଣିତ) ସଂଖ୍ୟା — (arithmatic) A number
  • ସଂ. ବି. (ଗଣ୍ ଧାତୁ=ସଂଖ୍ୟା କରିବ+କର୍ମ. ଅ) — ଦେବତା ଓ ରାଜାଦିଙ୍କ ଅନୁଚରବର୍ଗ — Retinue of a king or Deity