ଗଣ୍ଡିଟଙ୍କା Gaṇḍiṭaṅkā

  • ଦେ. ବି — କୌଣସି ଦେବତାଙ୍କ ପୂଜାଖରଚ ଆଦି ଚଳାଇବା ପାଇଁ ରାଜକୋଷରୁ ମାସିକ ମିଳୁଥିବା ଖଞ୍ଜା ଧନ — A monthly cash-allowance by Government to certain idols to defray the cost of their worship