ଗଣ୍ଡଯୋଗ Gaṇḍaj̄oga

  • ସଂ. ବି. — ରାଶି ଚକ୍ରର ଏକ ସପ୍ତବିଂଶତିତମ ଅଂଶ, ଅର୍ଥାତ୍ 27 ଯୋଗ ମଧ୍ୟରୁ 10 ମ ଯୋଗ। [ଏହି ଯୋଗରେ ଶିଶୁ ଜନ୍ମ ହେଲେ ପିତାମାତାଙ୍କର ମୃତ୍ୟୁ ହୁଏ] — ରାଶି ଚକ୍ରର ଏକ ସପ୍ତବିଂଶତିତମ ଅଂଶ, ଅର୍ଥାତ୍27ଯୋଗ ମଧ୍ୟରୁ10ମ ଯୋଗ [ଏହି ଯୋଗରେ ଶିଶୁ ଜନ୍ମ ହେଲେ ପିତାମାତାଙ୍କର ମୃତ୍ୟୁ ହୁଏ]— An inauspicious combination of planets which brings death to the parents of a child born at the time