ଗଣ୍ଡମୂର୍ଖ Gaṇḍamūrkha

  • ସଂ. ବିଣ. (ଗଣ୍ଡ+ ମୂର୍ଖ) — ଅତି ମୂର୍ଖ; ନିରାଟ ମୂର୍ଖ; ଅତି ନିର୍ବୋଧ — Very stupid; exceedingly foolish
  • ବି — ଅତି ମୂର୍ଖ ବ୍ଯକ୍ତି — A big fool