ଗଣ୍ଡମାଳା Gaṇḍamālā

  • ସଂ. ବି. (ଗଣ୍ଡ+ ମାଳା) — ଗଳାଗ୍ରନ୍ଥିର ଫୁଲାରୋଗ; କୁମୁଟିରୋଗ; କାନମୂଳ ଓ ବେକଆଦି ଫୁଲିବା ରୋଗ — Inflammation of the lymphatic glands of the neck