ଗଣ୍ଡପାଦ Gaṇḍapāda
- ସଂ. ବି. (ଜ୍ୟୋତିଷ) କେତେକ ନକ୍ଷତ୍ରର ନିର୍ଦ୍ଧିଷ୍ଟ ଗଣ୍ଡଯୁକ୍ତ ଅଶୁଭ ଅଂଶ — Some inauspicious portion of certain asterisms
- ସଂ. ବି. (ଜ୍ୟୋତିଷ) [ଦ୍ର—ଅଶ୍ୱିନୀ, ମଘା, ମୂଳା ଏମାନଙ୍କର ପ୍ରଥମପାଦ ଗଣ୍ଡ, ରେବତୀ, ଅଶ୍ଳେଷା, ଜ୍ୟେଷ୍ଠା ଏମାନଙ୍କର ଶେଷପାଦ ଗଣ୍ଡ, ଗଣ୍ଡପାଦ ଦିବାରେ ପଡ଼ିଲେ ପିତାର ଅନିଷ୍ଟ। ରାତ୍ରିରେ ପଡ଼ିଲେ ମାତାର ଓ ସନ୍ଧ୍ୟାରେ ପଡ଼ିଲେ ଶିଶୁର ଅନିଷ୍ଟ ହୁଏ।]