ଗଣ୍ଡନକ୍ଷତ୍ର Gaṇḍanakshatra

  • ସଂ. ବି. (ଜ୍ୟୋତିଷ) — ବାଳିକା ରଜସ୍ୱଳା ଓ ଶିଶୁଜନ୍ମ ହେବା ସମୟରେ ଥିବା କେତେକ ଅଶୁଭ ନକ୍ଷତ୍ର — (astrology) Some inauspicious asterisms which are at the ascendant during a first menstruasion or birth