ଗଣ୍ଡଦୋଷ Gaṇḍadosha
- ସଂ. ବି. (ଗଣ୍ଡ+ଦୋଷ) — (ଜ୍ୟୋତିଷ) ସ୍ତ୍ରୀ ପ୍ରଥମେ ରଜସ୍ୱଳା ହେଲେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନକ୍ଷତ୍ର ଦୋଷରୁ ସ୍ୱାମୀ ଓ ସ୍ତ୍ରୀଙ୍କୁ ଲାଗିବା ଦୋଷ — Inauspicious as astrological combination foreboding evil to the husband according to the time of the first apperance of menses in the wife
- ସଂ. ବି. (ଗଣ୍ଡ+ଦୋଷ) — [ଦ୍ର—ଏହି ଗଣ୍ଡଦୋଷ ଫଳରେ ସ୍ତ୍ରୀର ବୈଧବ, ଗର୍ଭପାତଆଦି ବା ସ୍ୱାମୀର ଅମଙ୍ଗଳ ଅଟେ।]
- ସଂ. ବି. (ଗଣ୍ଡ+ଦୋଷ) — ଶିଶୁ ଜନ୍ମହେବା ସମୟରେ ନକ୍ଷତ୍ରଜନିତ ଦୋଷ — Inauspicious combination of stars at the time of a child's birth
- ସଂ. ବି. (ଗଣ୍ଡ+ଦୋଷ) — [ଦ୍ର—ଜ୍ୟୋତିଷ ମତରେ ଜ୍ୟେଷ୍ଠା, ଅଶ୍ଳେଷା ଓ ରେବତୀ ନକ୍ଷତ୍ରର ଶେଷ 5 ଦଣ୍ଡ, ମଘା ଓ ଅଶ୍ୱିନୀର 3 ଦଣ୍ଡ ଗଣ୍ଡ ଅଟେ। ଏଥିରେ ଜନ୍ମ ହେଲେ ମାତା, ପିତା ଓ ଶିଶୁର ଅନିଷ୍ଟ। ଗଣ୍ଡ ଦୋଷରେ ବାଳକ ଜନ୍ମ ହେଲେ ମୃତ୍ୟୁବତ୍ ଅଟେ।] — [ଦ୍ର—ଜ୍ୟୋତିଷ ମତରେ ଜ୍ୟେଷ୍ଠା, ଅଶ୍ଳେଷା ଓ ରେବତୀ ନକ୍ଷତ୍ରର ଶେଷ5ଦଣ୍ଡ, ମଘା ଓ ଅଶ୍ୱିନୀର3ଦଣ୍ଡ ଗଣ୍ଡ ଅଟେ ଏଥିରେ ଜନ୍ମ ହେଲେ ମାତା, ପିତା ଓ ଶିଶୁର ଅନିଷ୍ଟ ଗଣ୍ଡ ଦୋଷରେ ବାଳକ ଜନ୍ମ ହେଲେ ମୃତ୍ୟୁବତ୍ ଅଟେ]