ଗଣ୍ଡଦେଶ Gaṇḍadeṡa

  • ସଂ. ବି. (ଗଣ୍ଡ+ ଦେଶ) — ଗଣ୍ଡସ୍ଥଳ; ଗାଲ — The cheek
  • ସଂ. ବି. (ଗଣ୍ଡ+ ଦେଶ) — ଗଣ୍ଡଦେଶକୁ ମଣ୍ଡନାଁ ନଲପଲ୍ଲବ ପାଣିରେ। କବିସୂର୍ଯ୍ୟ, ସଙ୍ଗୀତ।