ଗଣ୍ଠିରତ୍ନ Gaṇṭhiratna

  • ଦେ. ବି — ଅତି ଆଦରର ଧନ — One's dearly loved thing
  • ଦେ. ବି — ବୀଣା କଳକଣ୍ଠଜଣା କଣ୍ଠୀ, ଗଣ୍ଠିରତ୍ନ ମନ କୃପଣର।
  • ଦେ. ବି — ରତ୍ନଗଣ୍ଠି (ଦେଖ) — Ratnagaṇṭhi (See)