ଗଣ୍ଠିବନ୍ଧ Gaṇṭhibandha

  • ଦେ. ବି — ସଂକୀର୍ଣ୍ଣ ନାଳରେ ବନ୍ଧା ଯାଇଥିବା ବନ୍ଧ — A small dam put across channals
  • ଦେ. ବି — ପୁଣ ଲାଗିଛି ଗଣ୍ଠିବନ୍ଧ, ପଡ଼ିଛି ଗାୟତ୍ରୀର ଛନ୍ଦ। ପ୍ରାଚୀ, ନିର୍ଗୁଣମାହାତ୍ମ୍ୟ।