ଗଣ୍ଠି ପକାଇବା Gaṇṭhipakāibā

  • ଦେ. କ୍ରି — ଗ୍ରନ୍ଥି ରଚନା କରିବା — To tie into a knot
  • ଦେ. କ୍ରି — ବିସ୍ମର ନୋହିବାକୁ ଗଣ୍ଠି ପକାଇ କନ୍ଧେ ବହିଲାକି ବସନ— ଭଞ୍ଜ, ପ୍ରେମସୁଧାନିଧି।
  • ଦେ. କ୍ରି — କୋମଳ ଲମ୍ବ ବସ୍ତୁକୁ ଦୋଓଡ଼ କରି ବାନ୍ଧିବା — To tie up a pliable and long thing by doubling it
  • ଦେ. କ୍ରି — ଦୁଇ ଲମ୍ବ ବସ୍ତୁ (ଯଥା—ସୂତା; ଦଉଡ଼ି; ଲୁଗା)ର ଅଗକୁ ଏକାଠେଇଁ କରି ପରସ୍ପର ସହିତ ବାନ୍ଧିବା — To tie the ends of two long things into each other
  • ଦେ. କ୍ରି — କେଶରେ ଗ୍ରନ୍ଥି ବିନ୍ୟାଶ କରିବା — To tie the hair of the head into a knot