ଗଣିଦେବା Gaṇidedebā
- ଦେ. କ୍ରି — ଅନ୍ୟକୁ ଧନ ଆଦି ଗଣନା କରି ଦେବା — To pay a sum to another by counting it up
- ଦେ. କ୍ରି — ଗଣନା କାର୍ଯ୍ୟ ଶେଷ କରିବା — To end or complete a reckoning
- ଦେ. କ୍ରି — (ଲକ୍ଷଣାର୍ଥ) ନଗଦ ଧନର ଅଧିକାରୀ ହେବା — (figurative) To be master of cash
- ଦେ. କ୍ରି — (ଯଥା—ଅମୁକ ଲୋକ ନଗଦ ଟ 5000 ଗଣି ଦେବ।) — (ଯଥା—ଅମୁକ ଲୋକ ନଗଦ ଟ5000ଗଣି ଦେବ)
- ଦେ. କ୍ରି — ନଗଦ ଧନ ଦେବା — To pay in cash