ଗଣିଆଁ ତୋଡ଼ି Gaṇiāñtoṟḍ̠i
- ଦେ. ବି. (ସଂ. ଗଙ୍ଗାଟେୟ) — ତୋଡ଼ିଜାତୀୟ କ୍ଷୁଦ୍ର କାତିଯୁକ୍ତ ମାଛବିଶେଷ — A small slender fish; Belone Gaucila
- ଦେ. ବି. (ସଂ. ଗଙ୍ଗାଟେୟ) — [ଦ୍ର— ଏମାନେ ଲମ୍ବରେ 14|15 ଆଙ୍ଗୁଳ ବଢ଼ନ୍ତି, ଥଣ୍ଟ ଲମ୍ବ ଓ ମୁହଁ ଗୋଜିଆ। ଲୋକେ ବିଶ୍ୱାସ କରନ୍ତି ଯେ ଏ ମାଛ ଖାଇଲେ ରାତିରେ ପିଲାଙ୍କର ଶେଯରେ ମୁତିବା ରୋଗ ଭଲ ହୁଏ।] — [ଦ୍ର— ଏମାନେ ଲମ୍ବରେ14|15ଆଙ୍ଗୁଳ ବଢ଼ନ୍ତି, ଥଣ୍ଟ ଲମ୍ବ ଓ ମୁହଁ ଗୋଜିଆ ଲୋକେ ବିଶ୍ୱାସ କରନ୍ତି ଯେ ଏ ମାଛ ଖାଇଲେ ରାତିରେ ପିଲାଙ୍କର ଶେଯରେ ମୁତିବା ରୋଗ ଭଲ ହୁଏ]