ଗଣାବିଡ୍ୟା Gaṇābidyā
- ଦେ. ବି. (ସଂ. ଗଣନା+ବିଦ୍ୟା) — ଗଣିତ ଶାସ୍ତ୍ର — Mathematics
- ଦେ. ବି. (ସଂ. ଗଣନା+ବିଦ୍ୟା) — ଗଣନା କରିବାର ବିଦ୍ୟା — The art of calculation
- ଦେ. ବି. (ସଂ. ଗଣନା+ବିଦ୍ୟା) — ଋତୁପର୍ଣ ବୋଇଲେ ଗଣାବିଦ୍ୟା ତୁଲେ, ଅନ୍ଧବିଦ୍ୟା ମଧ୍ୟ ମୁଁ ଜାଣିଅଛି ଭଲେ। କୃଷ୍ଣସିଂହ, ମହାଭାରତ, ବନ।