ଗଣାନ୍ନ Gaṇānna

  • ସଂ. ବି.—(ମ. ପ. ଲୋ. ଗଣର ଅଧିକାରଭୁକ୍ତ ଅନ୍ନ; ଗଣ+ ଅନ୍ନ) — ବହୁସ୍ୱାମିକ ଅନ୍ନ; ଅନେକ ପ୍ରଭୁଙ୍କ ହାତର ଦାନା — Food dispensed by many masters
  • ସଂ. ବି.—(ମ. ପ. ଲୋ. ଗଣର ଅଧିକାରଭୁକ୍ତ ଅନ୍ନ; ଗଣ+ ଅନ୍ନ) — ଅନେକ ପ୍ରଭୁଙ୍କ ଅଧୀନରେ ଚାକିରୀ — Service under joint masters
  • ସଂ. ବି.—(ମ. ପ. ଲୋ. ଗଣର ଅଧିକାରଭୁକ୍ତ ଅନ୍ନ; ଗଣ+ ଅନ୍ନ) — ସାଧାରଣଙ୍କ ନିମନ୍ତେ ପ୍ରସ୍ତୁତ ଖାଦ୍ୟ — Food intended for distribution amongst the public
  • ସଂ. ବି.—(ମ. ପ. ଲୋ. ଗଣର ଅଧିକାରଭୁକ୍ତ ଅନ୍ନ; ଗଣ+ ଅନ୍ନ) — ବହୁଲୋକଙ୍କ ପାଇଁ ଏକ ରୋଷେଇରେ ପ୍ରସ୍ତୁତ ଖାଦ୍ୟ — Food prepared together for many; a mess