ଗଣାଗ୍ରଣୀ Gaṇāgraṇī

  • ସଂ. ବି. ( 6 ଷ୍ଠୀ ତତ୍ କିମ୍ବା 7 ମୀ ତତ୍; ଗଣ+ଅଗ୍ରଣୀ) — ଗଣନାୟକ — Leader
  • ସଂ. ବି. ( 6 ଷ୍ଠୀ ତତ୍ କିମ୍ବା 7 ମୀ ତତ୍; ଗଣ+ଅଗ୍ରଣୀ) — ଗଣେଶ — God Gaṇeṡa
  • ସଂ. ବି. ( 6 ଷ୍ଠୀ ତତ୍ କିମ୍ବା 7 ମୀ ତତ୍; ଗଣ+ଅଗ୍ରଣୀ) — ମହାଦେବ — ṡiba