ଗଣପତି ଉତ୍ସବ Gaṇapati utsaba

  • ଦେ. ବି — ଗଣେଶଚତୁର୍ଥୀଦିନ ମରହଟ୍ଟାମାନଙ୍କର ଉତ୍ସବ — A festival of the Marhattas on the Gaṇeṡa-chaturthī day
  • ଦେ. ବି — [ଦ୍ର—ପୁନାରେ ସମାରୋହରେ ଶୋଭାଯାତ୍ରା ସହିତ ଏହା ସମ୍ପନ୍ନ ହୋଇଥାଏ।]