ଗଣଦ୍ରବ୍ୟ Gaṇadrabya

  • ସଂ. ବି. (ଗଣ+ଦ୍ରବ୍ୟ) — ବହୁପ୍ରକାରର ବସ୍ତୁ — A Variety of articles
  • ସଂ. ବି. (ଗଣ+ଦ୍ରବ୍ୟ) — ସାଧାରଣଙ୍କ ଅଧିକାରରେ ଥିବା ବସ୍ତୁ; ଇଜମାଲି ଧନ — Public property; Common fund