ଗଣଦେବତା Gaṇadebatā
- ସଂ. ବି. (ଗଣ+ଦେବତା) — ଯେଉଁ ଦେବତାମାନେ ଏକାଧିକ ସଂଖ୍ୟକ ଅଟନ୍ତି — Some Deities Worshipped and represented in certain groups
- ସଂ. ବି. (ଗଣ+ଦେବତା) — [ଦ୍ର— ଗଣଦେବତାଙ୍କ ଗଣର ସଂଖ୍ୟା 9 ; ଯଥା—ଆଦିତ୍ୟଗଣ— 12 , ବିଶ୍ୱେଦେବାଗଣ— 10 , ବସୁ— 8 , ତୁଷିତ— 36 , ଅଭାସ୍ୱର— 64 , ବାତ— 49 , ମାହାରାଜିକ— 220 , ସାଧ୍ୟ— 12 ରୁଦ୍ର— 11 ।] — [ଦ୍ର— ଗଣଦେବତାଙ୍କ ଗଣର ସଂଖ୍ୟା9; ଯଥା—ଆଦିତ୍ୟଗଣ—12, ବିଶ୍ୱେଦେବାଗଣ—10, ବସୁ—8, ତୁଷିତ—36, ଅଭାସ୍ୱର—64, ବାତ—49, ମାହାରାଜିକ—220, ସାଧ୍ୟ—12ରୁଦ୍ର—11]