ଗଣତନ୍ତ୍ର Gaṇatantra

  • ସଂ. ବି. (ଗଣ+ତନ୍ତ୍ର) — ସାଧାରଣତନ୍ତ୍ର—ଶାସନପ୍ରଣାଳୀ; ପ୍ରଜାତନ୍ତ୍ର — Democracy
  • ସଂ. ବି. (ଗଣ+ତନ୍ତ୍ର) — ଯେଉଁ ଶାସନପ୍ରଣାଳୀରେ ଏକ ଦଳ ବ୍ଯକ୍ତିଙ୍କଠାରେ ରାଜ୍ୟଶାସନର ଭାର ଥାଏ — Oligarchy