ଗଣତନ୍ତ୍ରୀ Gaṇatantrī

  • ସଂ. ବିଣ. (ଗଣତନ୍ତ୍ର+ଇନ୍. 1 ମା. 1 ବ) — ଯେଉଁ ବ୍ଯକ୍ତି ଗଣତନ୍ତ୍ର—ଶାସନପ୍ରଣାଳୀର ପକ୍ଷପାତୀ — One who is an advocate of the democratic system of administration