ଗଣଗଣା Gaṇagaṇā

  • ଦେ. ବିଣ. ପୁଂ — ଗଣଗଣିଆଁ (ଦେଖ) — Gaṇagaṇiāñ (See)
  • ଦେ. ବିଣ. ପୁଂ — ଜିଭଟାକୁ ହାତେ ସେ ପକାଇଲା କାଢ଼ି ଗଣଗଣା ମାଛି ବସିଲେ ତହିଁ ବେଢ଼ି—କୃଷ୍ଣସିଂହ, ମହାଭାରତ, ଶାନ୍ତି।