ଗଡ୍ଡରିକା Gaḍḍarikā
- ସଂ. ବି. (ଗଡ୍ଡର+ସ୍ୱାର୍ଥେ. କ+ସ୍ତ୍ରୀ. ଆ) — ମେଣ୍ଢା ପଲ ଆଗରେ ଯିବା ମେଣ୍ଢୀ — The leading ewe in a flock
- ସଂ. ବି. (ଗଡ୍ଡର+ସ୍ୱାର୍ଥେ. କ+ସ୍ତ୍ରୀ. ଆ) — ପ୍ରବାହ; ସ୍ରୋତ — A current; continuous line; stream
- ସଂ. ବି. (ଗଡ୍ଡର+ସ୍ୱାର୍ଥେ. କ+ସ୍ତ୍ରୀ. ଆ) — ଅବିଛିନ୍ନଗତି, ଅଜ୍ଞାତପ୍ରବାହ ମୂଳଧାରାବାହିନୀ ନଦୀ— ବିଶେଷ — Name of a river of untraced origin
- ସଂ. ବି. (ଗଡ୍ଡର+ସ୍ୱାର୍ଥେ. କ+ସ୍ତ୍ରୀ. ଆ) — ଜଳପ୍ରସ୍ରବଣ — Water-spring