ଗଞ୍ଜେଇ ଟିପିବା Gan̄jai ṭipibā
- ଦେ. କ୍ରି — ଗଞ୍ଜେଇକୁ ଚିଲମରେ ରଖି ତହିଁର ଧୂଆଁ ପିଇବା ପୂର୍ବରୁ ବାମ ହାତର ଲେଡ଼ିରେ କିଛି ଗଞ୍ଜାଇ ରଖି ତାକୁ ଡାହାଣ ହାତର ବୁଢ଼ା ଆଙ୍ଗୁଠିର ଟିପରେ ମଳିବା — To crush Ganja in the hollow of the left palm by the tip of the right thumb before smoking it