ଗଞ୍ଜିହେବା Gan̄jihebā
- ଦେ. କ୍ରି. (ସଂ. ଗଞ୍ଜନ) — ଆପେ କାର୍ଯ୍ୟରେ ବ୍ୟସ୍ତ ହେବା — To be awfully busy
- ଦେ. କ୍ରି. (ସଂ. ଗଞ୍ଜନ) — ଅପମାନିତ ହେବା — To be insulted
- ଦେ. କ୍ରି. (ସଂ. ଗଞ୍ଜନ) — ବ୍ୟସ୍ତ ବା ଦହଗଞ୍ଜ ହେବା — To be troubled or harassed
- ଦେ. କ୍ରି. (ସଂ. ଗଞ୍ଜନ) — ବଛା ରଖିବାକୁ ହେଉଅଛୁ ଗଞ୍ଜି। ଦାଶରଥି, ବ୍ରଜବିହାର।