ଗଞ୍ଜାମୁଣି Gan̄jāmuṇi

  • ଦେ. ବି. — ଯେଉଁ ଝୁଲି ବା ମୁଣିରେ ଗଞ୍ଜାଇ ଓ ଚିଲମ ଆଦି ଗଞ୍ଜାଖୋରମାନେ ସାଇତି ରଖନ୍ତି — A wallet in which 'Ganja' and its tube are kept