ଗଞ୍ଜପା Gan̄japā

  • ବୈଦେ. ବି [ଫା. ଗଂଜୀଫା (ଫା. ଗଞ୍ଜ+ଧନ; ଏ ଖେଳକୁ ତୁରଷ୍କରେ ଧନୀ ବଣିକମାନେ ଖେଳୁଥିଲେ), ଗଞ୍ଜଫା= ତାସ୍] — ତାସ୍ ଖେଳପରି ଏକପ୍ରକାରର ଦେଶୀ ଖେଳ — A country-game of cards
  • ବୈଦେ. ବି [ଫା. ଗଂଜୀଫା (ଫା. ଗଞ୍ଜ+ଧନ; ଏ ଖେଳକୁ ତୁରଷ୍କରେ ଧନୀ ବଣିକମାନେ ଖେଳୁଥିଲେ), ଗଞ୍ଜଫା= ତାସ୍] — [ଦ୍ର— ଏ ଖେଳ ତୁରଷ୍କଦେଶରେ ପ୍ରଥମେ ପ୍ରବର୍ତ୍ତିତ ହୁଏ। ପରେ ମୋଗଲମାନଙ୍କ ଦ୍ୱାରା ଭାରତକୁ ଆନୀତ ହୋଇ ଏବଂ ଭାରତୀୟ ହିନ୍ଦୁମାନଙ୍କ ଦ୍ୱାରା ପରିବର୍ତ୍ତିତ ହୋଇ ଏହା ଚଳିଅଛି। ଗଞ୍ଜପା ଖେଳର ବିବରଣ—ଏ ଖେଳରେ ଖେଳାଳିମାନଙ୍କୁ ବିଶେଷ ମସ୍ତିଷ୍କଚାଳନା ଦ୍ୱାରା ଖେଳିବାକୁ ହୁଏ। ପ୍ରାଚୀନ ଗଞ୍ଜପାରେ 148 ଖଣ୍ତ ତାସ ଥିଲା ଓ ରାମାୟଣର ଅନେକ ଘଟନା (ଗନ୍ଧମାଦନ ପର୍ବତ, ପଞ୍ଚବଟୀ, ରାମ ଲକ୍ଷ୍ମଣ, ରାବଣ ଇତ୍ୟାଦି) ସେଥିରେ ଚିତିତ ଥିଲା। ମାତ୍ର ଆଧୁନିକ ଗଞ୍ଜପା ଖେଳରେ 96 ଖଣ୍ତ ଗୋଲାକାର ତାସ ବା ସାର ବ୍ଯବହୃତ ହୁଏ। ଏଥିରେ ରଙ୍ଗ ସଂଖ୍ୟା 8 ଗୋଟି, ଯଥା— 1 । ଫୁଲ—ନାଲି ଭୂମିରେ ହଳଦିଆ ଚିହ୍ନ। 2 । ସୋମେଶ୍ୱର ବା ସମଶେର୍— ନାଲି ଭୂମିରେ ଧଳା ଲମ୍ବ ଚିହ୍ନ। 3 । ଚନ୍ଦ୍ର—କଳା ଭୂମିରେ ଧଳା ଚିହ୍ନ। 4 । ଗୋଲାମ—ଧଳା ଭୂମିରେ ନାଲି ଗୋଲ ଚିହ୍ନ। 5 । ଚେଙ୍ଗ—ନେଳି ଭୂମିରେ ହଳଦିଆ ଲମ୍ବ ଚିହ୍ନ। 6 । ବରାତ—ନାଲି ଭୂମିରେ ଧଳା ଚଉକୋଣି ଚିହ୍ନ। 7 । ସୂର୍ଯ୍ୟ—ନେଳି ଭୂମିରେ ହଳଦିଆ ଗୋଲ ଚିହ୍ନ। 8 । କୁମାଚ ବା କୀମାଚ— ହଳଦିଆ ଭୂମିରେ ନାନା ରଙ୍ଗର ଗୋଳକ ଚିହ୍ନ। ଏ ଖେଳରେ 3 ବା 4 ଜଣ ଖେଳାଳି ଖେଳନ୍ତି ଓ 4 ଜଣ ଖେଳିଲେ ପରସ୍ପରଙ୍କ ବିପରୀତ ଦିଗରେ ଉପବିଷ୍ଟ 2 ଖେଳାଳି ଏକ ଦଳ ବୋଲି ପରିଗଣିତ ହୁଅନ୍ତି। ପ୍ରତ୍ୟେକ ରଙ୍ଗରେ 12 ଖଣ୍ତି ତାସ୍ ଥାଏ। 1 ଟିପଠାରୁ 10 ଟିପ; ମନ୍ତ୍ରୀ= 11 ; ରାଜା= 12 । ତାସ୍ ଖେଳ ପରି ଏ ଖେଳରେ 'ରଙ୍ଗ' କଟାଯାଏ। ଏହି ଖେଳରେ ତାସର ମୂଲ୍ୟ ଗଣନା କରିବାର 2 ଟି ବାକ୍ୟ ଅଛି। ଯଥା — [ଦ୍ର— ଏ ଖେଳ ତୁରଷ୍କଦେଶରେ ପ୍ରଥମେ ପ୍ରବର୍ତ୍ତିତ ହୁଏ ପରେ ମୋଗଲମାନଙ୍କ ଦ୍ୱାରା ଭାରତକୁ ଆନୀତ ହୋଇ ଏବଂ ଭାରତୀୟ ହିନ୍ଦୁମାନଙ୍କ ଦ୍ୱାରା ପରିବର୍ତ୍ତିତ ହୋଇ ଏହା ଚଳିଅଛି ଗଞ୍ଜପା ଖେଳର ବିବରଣ—ଏ ଖେଳରେ ଖେଳାଳିମାନଙ୍କୁ ବିଶେଷ ମସ୍ତିଷ୍କଚାଳନା ଦ୍ୱାରା ଖେଳିବାକୁ ହୁଏ ପ୍ରାଚୀନ ଗଞ୍ଜପାରେ148ଖଣ୍ତ ତାସ ଥିଲା ଓ ରାମାୟଣର ଅନେକ ଘଟନା (ଗନ୍ଧମାଦନ ପର୍ବତ, ପଞ୍ଚବଟୀ, ରାମ ଲକ୍ଷ୍ମଣ, ରାବଣ ଇତ୍ୟାଦି) ସେଥିରେ ଚିତିତ ଥିଲା ମାତ୍ର ଆଧୁନିକ ଗଞ୍ଜପା ଖେଳରେ96ଖଣ୍ତ ଗୋଲାକାର ତାସ ବା ସାର ବ୍ଯବହୃତ ହୁଏ ଏଥିରେ ରଙ୍ଗ ସଂଖ୍ୟା8ଗୋଟି, ଯଥା—1 ଫୁଲ—ନାଲି ଭୂମିରେ ହଳଦିଆ ଚିହ୍ନ2 ସୋମେଶ୍ୱର ବା ସମଶେର୍— ନାଲି ଭୂମିରେ ଧଳା ଲମ୍ବ ଚିହ୍ନ3 ଚନ୍ଦ୍ର—କଳା ଭୂମିରେ ଧଳା ଚିହ୍ନ4 ଗୋଲାମ—ଧଳା ଭୂମିରେ ନାଲି ଗୋଲ ଚିହ୍ନ5 ଚେଙ୍ଗ—ନେଳି ଭୂମିରେ ହଳଦିଆ ଲମ୍ବ ଚିହ୍ନ6 ବରାତ—ନାଲି ଭୂମିରେ ଧଳା ଚଉକୋଣି ଚିହ୍ନ7 ସୂର୍ଯ୍ୟ—ନେଳି ଭୂମିରେ ହଳଦିଆ ଗୋଲ ଚିହ୍ନ8 କୁମାଚ ବା କୀମାଚ— ହଳଦିଆ ଭୂମିରେ ନାନା ରଙ୍ଗର ଗୋଳକ ଚିହ୍ନ ଏ ଖେଳରେ3ବା4ଜଣ ଖେଳାଳି ଖେଳନ୍ତି ଓ4ଜଣ ଖେଳିଲେ ପରସ୍ପରଙ୍କ ବିପରୀତ ଦିଗରେ ଉପବିଷ୍ଟ2ଖେଳାଳି ଏକ ଦଳ ବୋଲି ପରିଗଣିତ ହୁଅନ୍ତି ପ୍ରତ୍ୟେକ ରଙ୍ଗରେ12ଖଣ୍ତି ତାସ୍ ଥାଏ1ଟିପଠାରୁ10ଟିପ; ମନ୍ତ୍ରୀ=11; ରାଜା=12 ତାସ୍ ଖେଳ ପରି ଏ ଖେଳରେ 'ରଙ୍ଗ' କଟାଯାଏ ଏହି ଖେଳରେ ତାସର ମୂଲ୍ୟ ଗଣନା କରିବାର2ଟି ବାକ୍ୟ ଅଛି ଯଥା
  • ବୈଦେ. ବି [ଫା. ଗଂଜୀଫା (ଫା. ଗଞ୍ଜ+ଧନ; ଏ ଖେଳକୁ ତୁରଷ୍କରେ ଧନୀ ବଣିକମାନେ ଖେଳୁଥିଲେ), ଗଞ୍ଜଫା= ତାସ୍] — "ଫୁଲ, ସୋମେଶ୍ୱର, ଚନ୍ଦ୍ର, ଗୋଲାମ, ଏକେଇ ଖରଚ ଦହିଲା କାମ।" ଅର୍ଥାତ୍ ପ୍ରଥମୋକ୍ତ 4 ଗୋଟି ରଙ୍ଗରେ, ରାଜା ତାସର ମୂଲ୍ୟ= 12 , ମନ୍ତ୍ରୀ ତାସ= 11 , ଦଶଟିପବାଲା= 10 , 9 ଟିପବାଲା= 9 , 8 ଟିପବାଲା= 8 , 7 ଟିପବାଲା= 7 , 6 ଟିପବାଲା= 6 , 5 ଟିପବାଲା= 5 , 4 ଟିପବାଲା= 4 , 3 ଟିପବାଲା= 3 , 2 ଟିପବାଲା= 2 , 1 ଟିପବାଲା= 1 । — "ଫୁଲ, ସୋମେଶ୍ୱର, ଚନ୍ଦ୍ର, ଗୋଲାମ, ଏକେଇ ଖରଚ ଦହିଲା କାମ" ଅର୍ଥାତ୍ ପ୍ରଥମୋକ୍ତ4ଗୋଟି ରଙ୍ଗରେ, ରାଜା ତାସର ମୂଲ୍ୟ=2, ମନ୍ତ୍ରୀ ତାସ=, ଦଶଟିପବାଲା=0,9ଟିପବାଲା=9,8ଟିପବାଲା=8,7ଟିପବାଲା=7,6ଟିପବାଲା=6,5ଟିପବାଲା=5,4ଟିପବାଲା=4,3ଟିପବାଲା=3,2ଟିପବାଲା=2,ଟିପବାଲା=
  • ବୈଦେ. ବି [ଫା. ଗଂଜୀଫା (ଫା. ଗଞ୍ଜ+ଧନ; ଏ ଖେଳକୁ ତୁରଷ୍କରେ ଧନୀ ବଣିକମାନେ ଖେଳୁଥିଲେ), ଗଞ୍ଜଫା= ତାସ୍] — ଚେଙ୍ଗ ବରାତ ସୂର୍ଯ୍ୟ କୁମାଚ ଏକେଇ କାମ ଦହିଲା ଖରଚ।
  • ବୈଦେ. ବି [ଫା. ଗଂଜୀଫା (ଫା. ଗଞ୍ଜ+ଧନ; ଏ ଖେଳକୁ ତୁରଷ୍କରେ ଧନୀ ବଣିକମାନେ ଖେଳୁଥିଲେ), ଗଞ୍ଜଫା= ତାସ୍] — ଅର୍ଥାତ୍ ଦ୍ୱିତୀୟୋକ୍ତ 4ଗୋଟି ରଙ୍ଗରେ— ରାଜାତାସର ମୂଲ୍ୟ= 12 , ମନ୍ତ୍ରୀ ତାସ= 11 , ଟିକା ବା ଏକା ତାସ= 1 , ଦୁଆ ତାସ= 9 , 3 ଟିପଯୁକ୍ତ= 8 , 4 ଟିପଯୁକ୍ତ= 7 , 5 ଟିପଯୁକ୍ତ= 6 , 6 ଟିପଯୁକ୍ତ= 5 , 7 ଟିପଯୁକ୍ତ= 4 , 8 ଟିପଯୁକ୍ତ= 3 , 9 ଟିପଯୁକ୍ତ= 2 , 1 ଟିପଯୁକ୍ତ= 1 । ଉଦାହରଣସ୍ୱରୂପ 1 ଟିପଯୁକ୍ତ ତାସର ମୂଲ୍ୟ ( 1 ) ଠାରୁ 4 ଟିପଯୁକ୍ତ ତାସର ମୂଲ୍ୟ ( 7 ) ବେଶି। ଯେଉଁ ରଙ୍ଗର ତାସ୍ କଟା ଯାଇଥାଏ ସେହି ରଙ୍ଗର କଟା ହୋଇଥିବା ସଂଖ୍ୟାର ନିମ୍ନତର ସାରଯାକ ବେକାମିକା ହୁଏ। ସେହି ରଙ୍ଗର ରାଜା ଯେଉଁ ଖେଳାଳିଙ୍କ ହାତରେ ଥିବା ସେ ଉକ୍ତ ତାସ୍— ପଟକ ପକାଇ ଏକ ସାର ତାସ ନ ପାଇବା ପର୍ଯ୍ୟନ୍ତ ଅନ୍ଯ କେହି ଖେଳାଳି ସେହି ରଙ୍ଗର ଅନ୍ଯ ତାସରେ ଖେଳି ପାରିବେ ନାହିଁ। ତାସ୍ ଖେଳରେ କଟା ରଙ୍ଗ ଛଡ଼ା ଅନ୍ଯ ରଙ୍ଗର ତାସ୍ 'ପାଶ୍' ଦିଆଯିବା ଭଳି ଗଞ୍ଜପାରେ ଏହାକୁ 'ହୁକୁମ୍' ବୋଲାଯାଏ। ତାସ୍ ଖେଳ ପ୍ରଥମେ ତୁରଷ୍କ ଦେଶରେ ପ୍ରବର୍ତ୍ତିତ ହୋଇ ଯବନଶାସନ କାଳରେ ମୋଗଲମାନଙ୍କ ଦ୍ୱାରା ଭାରତରେ ପ୍ରବର୍ତ୍ତିତ ହୋଇଥିଲା। ମୁସଲମାନମାନଙ୍କର ତାସ୍ ଖେଳ ଅନୁକରଣରେ କେତେକ ହିନ୍ଦୁ— ନରପତି ଏହି ଗଞ୍ଜପା ଖେଳ ଆବିଷ୍କାର କଲେ। ଫାର୍ସୀ—'ଗଞ୍ଜ୍'ର ଅର୍ଥ ଧନ; 'ଗଞ୍ଜୀ'ର ଅର୍ଥ ଧନୀ। ବଣିକ, ମହାଜନ, ଅମୀର ଆଦି ଧନୀମାନେ ଏ ଖେଳ ଖେଳୁଥିବାରୁ ଏହାର ନାମ ଗଞ୍ଜୀଫା। ଉର୍ଦ୍ଦୁଭାଷାରେ ପ୍ରବର୍ତ୍ତିତ ଏହି ଗଞ୍ଜୀଫା ଶବ୍ଦ ତାସ୍ ଅର୍ଥରେ ଫାର୍ସୀ ଭାଷାରେ ଗୃହୀତ ହେଲା। ଜ୍ଞାନେନ୍ଦ୍ରମୋହନ ଉଦ୍ଧୃତ, ଐତିହାସିକ ଚିତ୍ର।] — ଅର୍ଥାତ୍ ଦ୍ୱିତୀୟୋକ୍ତ 4ଗୋଟି ରଙ୍ଗରେ— ରାଜାତାସର ମୂଲ୍ୟ=12, ମନ୍ତ୍ରୀ ତାସ=11, ଟିକା ବା ଏକା ତାସ=1, ଦୁଆ ତାସ=9,3ଟିପଯୁକ୍ତ=8,4ଟିପଯୁକ୍ତ=7,5ଟିପଯୁକ୍ତ=6,6ଟିପଯୁକ୍ତ=5,7ଟିପଯୁକ୍ତ=4,8ଟିପଯୁକ୍ତ=3,9ଟିପଯୁକ୍ତ=2,1ଟିପଯୁକ୍ତ=1 ଉଦାହରଣସ୍ୱରୂପ1ଟିପଯୁକ୍ତ ତାସର ମୂଲ୍ୟ (1) ଠାରୁ4ଟିପଯୁକ୍ତ ତାସର ମୂଲ୍ୟ (7) ବେଶି ଯେଉଁ ରଙ୍ଗର ତାସ୍ କଟା ଯାଇଥାଏ ସେହି ରଙ୍ଗର କଟା ହୋଇଥିବା ସଂଖ୍ୟାର ନିମ୍ନତର ସାରଯାକ ବେକାମିକା ହୁଏ ସେହି ରଙ୍ଗର ରାଜା ଯେଉଁ ଖେଳାଳିଙ୍କ ହାତରେ ଥିବା ସେ ଉକ୍ତ ତାସ୍— ପଟକ ପକାଇ ଏକ ସାର ତାସ ନ ପାଇବା ପର୍ଯ୍ୟନ୍ତ ଅନ୍ଯ କେହି ଖେଳାଳି ସେହି ରଙ୍ଗର ଅନ୍ଯ ତାସରେ ଖେଳି ପାରିବେ ନାହିଁ ତାସ୍ ଖେଳରେ କଟା ରଙ୍ଗ ଛଡ଼ା ଅନ୍ଯ ରଙ୍ଗର ତାସ୍ 'ପାଶ୍' ଦିଆଯିବା ଭଳି ଗଞ୍ଜପାରେ ଏହାକୁ 'ହୁକୁମ୍' ବୋଲାଯାଏ ତାସ୍ ଖେଳ ପ୍ରଥମେ ତୁରଷ୍କ ଦେଶରେ ପ୍ରବର୍ତ୍ତିତ ହୋଇ ଯବନଶାସନ କାଳରେ ମୋଗଲମାନଙ୍କ ଦ୍ୱାରା ଭାରତରେ ପ୍ରବର୍ତ୍ତିତ ହୋଇଥିଲା ମୁସଲମାନମାନଙ୍କର ତାସ୍ ଖେଳ ଅନୁକରଣରେ କେତେକ ହିନ୍ଦୁ— ନରପତି ଏହି ଗଞ୍ଜପା ଖେଳ ଆବିଷ୍କାର କଲେ ଫାର୍ସୀ—'ଗଞ୍ଜ୍'ର ଅର୍ଥ ଧନ; 'ଗଞ୍ଜୀ'ର ଅର୍ଥ ଧନୀ ବଣିକ, ମହାଜନ, ଅମୀର ଆଦି ଧନୀମାନେ ଏ ଖେଳ ଖେଳୁଥିବାରୁ ଏହାର ନାମ ଗଞ୍ଜୀଫା ଉର୍ଦ୍ଦୁଭାଷାରେ ପ୍ରବର୍ତ୍ତିତ ଏହି ଗଞ୍ଜୀଫା ଶବ୍ଦ ତାସ୍ ଅର୍ଥରେ ଫାର୍ସୀ ଭାଷାରେ ଗୃହୀତ ହେଲା ଜ୍ଞାନେନ୍ଦ୍ରମୋହନ ଉଦ୍ଧୃତ, ଐତିହାସିକ ଚିତ୍ର]