ଗଞ୍ଜନା Gan̄janā

  • ସଂ. ବି (ଗଞ୍ଜନ+ଆ) — ଯାତନା; ଦୁଃଖ — Pain
  • ସଂ. ବି (ଗଞ୍ଜନ+ଆ) — ଦହଗଞ୍ଜ ହେବା — Harassment
  • ସଂ. ବି (ଗଞ୍ଜନ+ଆ) — ଲାଞ୍ଛନା — Disrespectiful treatment
  • ସଂ. ବି (ଗଞ୍ଜନ+ଆ) — ଗ୍ଳାନିଜନକ ବାକ୍ୟ; ଭର୍ତ୍ସନା; ତିରସ୍କାର — Abuse; reproach
  • ସଂ. ବି (ଗଞ୍ଜନ+ଆ) — ଟାଣ ଖୁଣ୍ଟା ଗୁରୁଜନ ଗଞ୍ଜନାରୁ ମୋ ପ୍ରାଣସଖୀ ସରିବ। କବିସୂର୍ଯ୍ୟ କିଶୋରୀଚମ୍ପୂ. ଟ ଗୀତ।