ଗଜସାହ୍ୱୟ Gajasāhwaya

  • ସଂ. ବି (ଗଜ+ସମ+ଆହ୍ୱୟ; ହସ୍ତୀର ନାମରେ ଯାହାର ନାମକରଣ ହୋଇଅଛି) — ହସ୍ତିନା; ପ୍ରାଚୀନ ଦିଲ୍ଲୀନଗରୀ — Hastinā ancient Delhi
  • ସଂ. ବି (ଗଜ+ସମ+ଆହ୍ୱୟ; ହସ୍ତୀର ନାମରେ ଯାହାର ନାମକରଣ ହୋଇଅଛି) — [ଦ୍ର—ଗଜନାମକ ରାଜା ଏହି ପୁର ପ୍ରତିଷ୍ଠା କରିଥିଲେ।]