ଗଜରାଦେବା Gajarādebā

  • ଦେ. କ୍ରି — 4 ଟା, 8 ଟା, 12 ଟା ବେଳେ ଘଣ୍ଟାରେ ଯଥା— କ୍ରମେ 4 , 8 ଓ ବାରଥର ପିଟି ସାରିବା ପରେ ପୁଣି କେତେଥର ଧୀରେ ଧୀରେ ଘଣ୍ଟାରେ ପିଟିବା — 4ଟା,8ଟା,12ଟା ବେଳେ ଘଣ୍ଟାରେ ଯଥା— କ୍ରମେ4,8ଓ ବାରଥର ପିଟି ସାରିବା ପରେ ପୁଣି କେତେଥର ଧୀରେ ଧୀରେ ଘଣ୍ଟାରେ ପିଟିବା— To strike small additional strokes on the gong after striking the actual number of strokes at 4, 8 and 12 o'clock respectively