ଗଜମୁକ୍ତା Gajamuktā

  • ସଂ. ବି. (ମ. ପ. ଲୋ; ଗଜ ମସ୍ତକରୂ ଜାତ ମୂକ୍ତା) — ହାତୀ ମୁଣ୍ଡରୁ ବାହାରିବା ଏକପ୍ରକାର ବହୁମୂଲ୍ୟ ମୁକ୍ତା — A pearl said to be got from the head of the elephant
  • ସଂ. ବି. (ମ. ପ. ଲୋ; ଗଜ ମସ୍ତକରୂ ଜାତ ମୂକ୍ତା) — [ଦ୍ର—ଗଜ ମୁଣ୍ଡରୁ ମୁକ୍ତା ବାହାରିବା କବିକଳ୍ପନା ମାତ୍ର। କୁତ୍ରାପି ଏପରି ମୁକ୍ତା ମିଳିବାର ଦେଖା ନାହିଁ।]