ଗଜମଣ୍ଡନ Gajamaṇḍana

  • ସଂ. ବି — ହସ୍ତୀକୁ ମଣ୍ଡିବା ପଦାର୍ଥ — Ornaments or decorations for an elephant
  • ସଂ. ବି — [ଦ୍ର— ହାତୀ କପାଳରେ ଚିତ୍ର ଓ ଅଳଙ୍କାର ଓ ଝୁଲ ଇତ୍ୟାଦିକୁ 'ଗଜମଣ୍ଡନ' କୁହାଯାଏ।]