ଗଜବୀଥି Gajabīthi

  • ସଂ. ବି.—( 6 ଷ୍ଠୀ ତତ୍; ଗଜ+ବୀଥି) — ଗଜଶ୍ରେଣୀ — A row of elephants
  • ସଂ. ବି.—( 6 ଷ୍ଠୀ ତତ୍; ଗଜ+ବୀଥି) — ହାତୀଦାଣ୍ଡ; ଅରଣ୍ୟରେ ଯେଉଁ ପ୍ରଶସ୍ତ ବାଟରେ ହାତୀମାନେ ଯିବା ଆସିବା କରନ୍ତି — The road frequented by the herds of elephants in a jungle
  • ସଂ. ବି.—( 6 ଷ୍ଠୀ ତତ୍; ଗଜ+ବୀଥି) — ରୋହିଣୀ, ଆର୍ଦ୍ରା ଓ ମୃଗଶିରା ନକ୍ଷତ୍ର ତ୍ରୟ — The 4th, 5th and 6th junar mansions
  • ସଂ. ବି.—( 6 ଷ୍ଠୀ ତତ୍; ଗଜ+ବୀଥି) — [ଦ୍ର— ଏ ନକ୍ଷତ୍ରମାନଙ୍କ ମଧ୍ୟ ଦେଇ ଶୁକ୍ରଗ୍ରହର ଗତି ହୁଏ। ହି. ଶବ୍ଦସାଗର।]