ଗଜଗତି Gajagati

  • ସଂ. ବି—( 6 ଷ୍ଠୀ ତତ୍; ଗଜ+ଗତି) — ହାତୀର ଧୀର ଚାଲି — The stately gait of an elephant
  • ସଂ. ବିଣ (ବହୁବ୍ରୀହି) — ହାତୀ ପରି ଧୀରେ ଧୀରେ ଚାଲିବା (ବ୍ଯକ୍ତି) — (person) Having the stately gait of an elephant