ଗଜକଚ୍ଛପଯୁଦ୍ଧ Gajakachchhapaj̄uddha
- ବି — ମହାଭାରତ ବର୍ଣ୍ଣିତ ହାତୀ ଓ କଇଁଛ ମଧ୍ୟରେ ଯୁଦ୍ଧ (ଏହାଙ୍କୁ ଗରୁଡ଼ ନେଇ ଭକ୍ଷଣ କରିଥିଲା) — The fight between the elephants and the tortoise described in the Mahābhārata
- ବି — (ଲକ୍ଷଣାର୍ଥ) ଦୁଇ ସ୍ଥୂଳକାୟ ବ୍ଯକ୍ତିଙ୍କ ମଧ୍ୟରେ ମଲ୍ଲଯୁଦ୍ଧ — Fight between two stout and hardy persons