ଗଜ (ଧାତୁ) Gaja (root)

  • ସଂ. — ଶବ୍ଦ କରିବା — To make a sound
  • ସଂ. — ଗର୍ଜନ କରିବା — To roar
  • ସଂ. — ନିଶାରେ ଭୋଳ ହେବା — To be intoxicated