ଗଛ Gachha

  • ଦେ. ବି—(ସଂ. ଗଚ୍ଛ) — ବୃକ୍ଷ — Tree
  • ଦେ. ବି—(ସଂ. ଗଚ୍ଛ) — ଗଛ ପରି ଶାଖାବିଶିଷ୍ଟ ହୋଇ ପୋତାଯିବା ବାଣ — Fire-works fitted along a bamboo which is driven into the soil
  • ଦେ. ବି—(ସଂ. ଗଚ୍ଛ) — ବୃକ୍ଷର କାଣ୍ଡ — Trunk of a tree
  • ଦେ. ବି—(ସଂ. ଗଚ୍ଛ) — ପୋତାଯିବା ବାଣର ସଂଖ୍ୟା — The number of fireworks arranged along a bamboo which is driven into the soil
  • ଦେ. ବି—(ସଂ. ଗଚ୍ଛ) — (ଯଥା—ପାଞ୍ଚଗଛ ବମ୍ବା଼ଜି।)
  • ଦେ. ବି—(ସଂ. ଗଚ୍ଛ) — (ସଂ. ଗୁଚ୍ଛ) ଲୋକଙ୍କ ସମୂହ — Multitude; crowd
  • ଦେ. ବି—(ସଂ. ଗଚ୍ଛ) — (ପାନବରଜୀ ଭାଷା) ଭୂମିରେ ପୋତା ହୋଇଥିବା ପରସ୍ପର ନିକଟବର୍ତ୍ତୀ ଦୁଇଧାଡ଼ି (ପାଶ) ଇଙ୍କଡ଼କାଠିରେ ମଡ଼ା— ଯାଇଥିବା ପାନଲତା — Two rows of betel- creepers trained on two adjoining rows of reeds driven into the ground