ଗଛିହେବା Gachhihebā

  • ଦେ. କ୍ରି. — ତୁଳା ହେବା — To be compared
  • ଦେ. କ୍ରି. — ସମାନ ହେବା — To be equal to
  • ଦେ. କ୍ରି. — ମୂଳୁ ଗୁରୁ ସଙ୍ଗତେ ଯେ କେହି ନୋହେ ଗଛି। କୃଷ୍ଣସିଂହ, ମହାଭାରତ, ଆଦି।