ଗଛ କାଟିଲାପରି Gachha kāṭilā pari

  • ଦେ. କ୍ରି. ବିଣ — ଗୋଟାଏ ବଡ଼ ଗଛକୁ ମୂଳରୁ କାଟିଲେ ତାହା ଯେପରି ଶବ୍ଦ କରି ହଠାତ୍ ପଡ଼ିଯାଏ ସେହିପରି — Like a large tree falling down with a crash when felled at the root