ଗଛ କାଟିବା Gachha kāṭibā

  • ଦେ. କ୍ରି — ଶିଅଳମାନେ ତାଡ଼ି ବାହାର କରିବା ପାଇଁ ଖଜୁରି ଗଛର ବେକ ପାଖରେ ଛିଦ୍ର କରିବା — To tap a date-tree for juice
  • ଦେ. କ୍ରି — ଗଛକୁ ତଳରେ ପକାଇବା ନିମନ୍ତେ ମୂଳ ହାଣିବା — To fell a tree