ଗଛ ଉପାଡ଼ିବା Gachha upāṟḍ̠ibā
- ଦେ. କ୍ରି — ପାଳିଜର ଓ କମ୍ପଜରରେ ଆକ୍ରାନ୍ତ ରୋଗୀର ନାମ ସହିତ ନିର୍ଦ୍ଦିଷ୍ଟ ମନ୍ତ୍ର ଉଚ୍ଚାରଣପୂର୍ବକ ଜରର ପାଳି ଦିନ ବଜ୍ରମୂଳୀଆଦି ଗୁଳ୍ମକୁ ଉପାଡ଼ିବା — To uproot the Bajramūḻī or some other plant by uttering some secret formulæ on the day on which intermittent fever or ague is expected to attack a person
- ଦେ. କ୍ରି — [ଦ୍ର—ଗଛ ଉପାଡ଼ିଲେ ପାଳିଜର ଓ କମ୍ପଜର ଛାଡ଼ିଯାଏ, ଏହା ଅନୁଭବରେ ଦେଖା ଯାଇଅଛି।]