ଗଛ ଉଠିବା Gachha uṭhibā

  • ଦେ. ବି — ଭୂମିରୁ ମଞ୍ଜିରୁ ଗଛ ଉତ୍ପନ୍ନ ହେବା — The coming out or growing of a plant from the ground
  • ଦେ. ବି — ମଞ୍ଜିମାନ ଗଜୁରି କରି ଗଛରେ ପରିଣତ ହେବା — The sprouting up of plants