ଗଚ୍ଛିତ Gachchhita

  • ଦେ. ବିଣ (ସଂ. ଗୁଚ୍ଛ) — ସ୍ତୂପୀକୃତ; ପୁଞ୍ଜୀକୃତ — Gathered; amassed; hoarded
  • ଦେ. ବିଣ (ସଂ. ଗୁଚ୍ଛ) — ନ୍ୟସ୍ତ; ନିକ୍ଷିପ୍ତ; ଅନ୍ଯ ବ୍ଯକ୍ତି ନିକଟରେ ରକ୍ଷିତ — Deposited; entrusted; kept
  • ଦେ. ବିଣ (ସଂ. ଗୁଚ୍ଛ) — ନିହିତ — Contained in