ଗଚ୍ଛନ୍ତି Gachchhanti

  • ସଂ. କ୍ରି. (ଗମ ଧାତୁ. ବର୍ତ୍ତମାନକାଳ ପ୍ରଥମପୁରୁଷ ବହୁବଚନ— ରୂପ; ପ୍ରାଚୀନ ଓଡ଼ିଆକବିମାନେ କେତେକ— ସ୍ଥଳରେ ଏହି ପରି ସଂସ୍କୃତ ଶବ୍ଦମାନ ପ୍ରୟୋଗ କରିଥିବାର ଦେଖାଯାଏ) — (ସେମାନେ) ଇଚ୍ଛା କରନ୍ତି — (they) Do wish
  • ସଂ. କ୍ରି. (ଗମ ଧାତୁ. ବର୍ତ୍ତମାନକାଳ ପ୍ରଥମପୁରୁଷ ବହୁବଚନ— ରୂପ; ପ୍ରାଚୀନ ଓଡ଼ିଆକବିମାନେ କେତେକ— ସ୍ଥଳରେ ଏହି ପରି ସଂସ୍କୃତ ଶବ୍ଦମାନ ପ୍ରୟୋଗ କରିଥିବାର ଦେଖାଯାଏ) — ତେସନେ ଯେ ରାଜ ବିଭୂତି ଭୟେ ସାଧବେ ନ ଗଛନ୍ତି। ଜଗନ୍ନାଥ, ଭାଗବତ।