ଗଙ୍ଗାମାତା Gaṅgāmātā

  • ସଂ. ବି — ଜଗତର ମାତାସ୍ୱରୂପା ଗଙ୍ଗାଦେବୀ; ଦେବତାରୂପେ କଳ୍ପିତା ଗଙ୍ଗାଦେବୀ — River Ganges deified
  • ସଂ. ବି — [ଦ୍ର—ସବୁ ସ୍ଥାନରେ ଜଳରେ ଗଙ୍ଗାଦେବୀ ଅଛନ୍ତି ବୋଲି କଳ୍ପନା କରି ଲୋକେ ସାଧାରଣତଃ ନଦୀ ଓ ପୁଷ୍କରିଣୀଆଦିକୁ ଗଙ୍ଗାମାତା ବୋଲି ସଂବୋଧନ କରନ୍ତି।]