ଗଙ୍ଗାବାଡ଼ି Gaṅgābāṟḍ̠i
- ଦେ. ବି — ପ୍ରାଚୀନ କଳିଙ୍ଗର ଏକ ପ୍ରଧାନ ନଗର (ବର୍ତ୍ତମାନ ପାରଳାଖେମଣ୍ଡିର ମୁଖଲିଙ୍ଗ ନଗର) — A famous town of ancient Kaḻiṅga (the modern Mukhaliṅgam in Pāraḻākhemuṇḍi)
- ଦେ. ବି — [ଦ୍ର—କେଶରୀବଂଶର ରାଜା ଅନନ୍ତବର୍ମା ଦାକ୍ଷିଣାତ୍ୟର କର୍ଣ୍ଣାଟ- ପ୍ରଦେଶରୁ ଆସି ଖ୍ରୀଷ୍ଟୀୟ ସପ୍ତମ ଶତାବ୍ଦୀରେ ଦକ୍ଷିଣ-କଳିଙ୍ଗର ଯେଉଁ ସ୍ଥାନ ଅଧିକାର କରିଥିଲେ ତାହା 'ଗଙ୍ଗବାଡ଼ି' ନାମରେ ଖ୍ୟାତ ଥିଲା। ସେହି ରାଜ୍ୟର ରାଜଧାନୀର (ବର୍ତ୍ତମାନ ପାରଳା- ଖେମୁଣ୍ଡିର ମୁଖଲିଙ୍ଗ ନଗରୀ) ନାମ 'ଗଙ୍ଗାବାଡ଼ି' ଥିଲା। ଗଙ୍ଗାବାଡ଼ିରେ ରାଜତ୍ୱ କରିବାରୁ ଅନନ୍ତବର୍ମାଙ୍କ ବଂଶ 'ଗଙ୍ଗବଂଶ' ନାମରେ ପରିଚିତ। ଅନନ୍ତବର୍ମା ପ୍ରଥମେ ଗଙ୍ଗାବାଡ଼ି ଅଧିକାର କଲେ ଓ ଅଳ୍ପକାଳ ମଧ୍ୟରେ ଗଙ୍ଗବଂଶର (ଖ୍ରୀଷ୍ଟୀୟ 1042 - 1435 ) ପ୍ରଭାବ ସମସ୍ତ ଦକ୍ଷିଣ—କଳିଙ୍ଗ ଅର୍ଥାତ୍ ସୀମାଚଳଠାରୁ ଋଷିକୁଲ୍ୟ ଓ ଜୟପୁର- ଅଞ୍ଚଳରେ ବିସୃତ ହେଲା (କୃପାସିନ୍ଧୁ, ଉତ୍କଳ ଇତିହାସ ଓ ଜଗବନ୍ଧୁ, ପ୍ରାଚୀନ ଉତ୍କଳ।)] — [ଦ୍ର—କେଶରୀବଂଶର ରାଜା ଅନନ୍ତବର୍ମା ଦାକ୍ଷିଣାତ୍ୟର କର୍ଣ୍ଣାଟ- ପ୍ରଦେଶରୁ ଆସି ଖ୍ରୀଷ୍ଟୀୟ ସପ୍ତମ ଶତାବ୍ଦୀରେ ଦକ୍ଷିଣ-କଳିଙ୍ଗର ଯେଉଁ ସ୍ଥାନ ଅଧିକାର କରିଥିଲେ ତାହା 'ଗଙ୍ଗବାଡ଼ି' ନାମରେ ଖ୍ୟାତ ଥିଲା ସେହି ରାଜ୍ୟର ରାଜଧାନୀର (ବର୍ତ୍ତମାନ ପାରଳା- ଖେମୁଣ୍ଡିର ମୁଖଲିଙ୍ଗ ନଗରୀ) ନାମ 'ଗଙ୍ଗାବାଡ଼ି' ଥିଲା ଗଙ୍ଗାବାଡ଼ିରେ ରାଜତ୍ୱ କରିବାରୁ ଅନନ୍ତବର୍ମାଙ୍କ ବଂଶ 'ଗଙ୍ଗବଂଶ' ନାମରେ ପରିଚିତ ଅନନ୍ତବର୍ମା ପ୍ରଥମେ ଗଙ୍ଗାବାଡ଼ି ଅଧିକାର କଲେ ଓ ଅଳ୍ପକାଳ ମଧ୍ୟରେ ଗଙ୍ଗବଂଶର (ଖ୍ରୀଷ୍ଟୀୟ1042-1435) ପ୍ରଭାବ ସମସ୍ତ ଦକ୍ଷିଣ—କଳିଙ୍ଗ ଅର୍ଥାତ୍ ସୀମାଚଳଠାରୁ ଋଷିକୁଲ୍ୟ ଓ ଜୟପୁର- ଅଞ୍ଚଳରେ ବିସୃତ ହେଲା (କୃପାସିନ୍ଧୁ, ଉତ୍କଳ ଇତିହାସ ଓ ଜଗବନ୍ଧୁ, ପ୍ରାଚୀନ ଉତ୍କଳ)]